ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦକ୍ଷିଣ ତୁର୍କୀରେ ଭୂମିକମ୍ପ ଯୋଗୁଁ ୩୦୦ ସହ ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ବାସଗୃହର ଭଙ୍ଗାରୁଜା ସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇ ପାରେ ବୋଲି ଆଶଙ୍କା ହେଉଛି | କମ୍ପନ ଏତେ ତୀବ୍ର ଥିଲା ଯେ, ସୁଦୂର ଲେବାନନ୍ ଓ ସାଇପ୍ରସ୍ରେ ମଧ୍ୟ ତାହା ଅନୁଭୂତ ହୋଇଥିଲା। ତୁର୍କୀର ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ ଟୁଇଟ୍ କରି କହିଛନ୍ତି ଯେ, ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳକୁ ତୁରନ୍ତ ତଲାସ ଓ ଉଦ୍ଧାରକାରୀ ଟିମ୍ ପଠାଯାଇଛି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……