ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ଇନଫରମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜି ମ୍ୟାନେଜମେଣ୍ଟ୍ ଓ ମେମ୍ବର ଅଫ୍ ପାର୍ଲାମେଣ୍ଟ ଲୋକାଲ୍ ଏରିଆ ଡେଭଲପ୍ମେଣ୍ଟ୍ ସ୍କିମ୍କୁ ପୁନର୍ଗଠନ କରାଯାଇଛି। ନାରାୟଣ ଦାସଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ୧୧ ଜଣିଆ ଆଇସିଟିଏମ୍ଆର୍ଏସ୍ କମିଟିରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି | ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଏମ୍ପିଲାଡ୍ ସ୍କିମ କମିଟିରେ ବିଜେଡି ସାଂସଦ ସୁଲତା ଦେଓ ସଦସ୍ୟ ଭାବେ ସ୍ଥାନ ପାଇଥିବା ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି |






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..