Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେବେ ୟେଦିୟୁରପ୍ପା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବି.ଏସ .ୟେଦିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାନେଇ ଘୋଷଣା କରିଛନ୍ତି | ଆଜି ମାଧ୍ୟାନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟିବେ ୟେଦିୟୁରପ୍ପା |  ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବା ନେଇ ବି.ଏସ ୟେଦିୟୁରପ୍ପା ଘୋଷଣା କରିଛନ୍ତି |

Breaking News