ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ଜଲଗାଁଓ ନିକଟରେ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି | ଏକ୍ସପ୍ରେସ ଟ୍ରେନ କୁ ଧକ୍କା ଦେଇଛି ଏକ୍ସପ୍ରେସ ଟ୍ରେନ | ପୁସ୍କର ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଇଛି କର୍ଣ୍ଣାଟକ ଏକ୍ସପ୍ରେସ | ଟ୍ରେନରେ ନିଆଁ ଲାଗିବ ଗୁଜବ ପରେ ଦୁର୍ଘଟଣା ଘଟିଥିବା କୁହାଯାଉଛି | ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି |
More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..