ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ କଟକଣା ଭିତରେ ନନ୍ଦନକାନନ ଖୋଲିଥିଲା। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜାନୁୟାରୀ ୭ରୁ ନନ୍ଦନକାନନରେ ପ୍ରବେଶ ପାଇଁ ଅଫ୍ଲାଇନ ଟିକଟ ବନ୍ଦ କରି ଅନ୍ଲାଇନ ଟିକଟ ପ୍ରଚଳନ କରିଥିଲେ। ଫଳରେ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଟିକଟ ସୁବିଧାରୁ ବଞ୍ଚିତ ହେଉଥିଲେ | ଦଲାଲ୍ମାନେ ମଧ୍ୟ ସକ୍ରୀୟ ହୋଇଥିବା ଜଣାପଡିଥିଲା | ଏ ସମ୍ପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ରବିବାର ଦିନ ଗୋଟାଏ ପରଠାରୁ ଅଫ୍ଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଛି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ