ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ଡ୍ୟୁଟିରେ ନିୟୋଜିତ ହେବେ ଏମବିବିଏସ ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ। ଏହାସହ ନିୟୋଜିତ ଡାକ୍ତରୀ ଛାତ୍ରଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ। ଏହା ସହିତ ବିଏସି / ଜିଏନଏମ ଛାତ୍ରୀଙ୍କୁ କୋଭିଡ୍ ନର୍ସିଂ ଡ୍ୟୁଟିରେ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..