ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଷୟିକ ନବୀକରଣ ଯୋଗୁଁ ନ୍ୟାସନାଲ ଇଲେକ୍ଟ୍ରୋ ନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ ୧୪ ଘଣ୍ଟା ବନ୍ଦ ରହିବ । ଦେଶରେ ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅପଗ୍ରେଡ୍ ପାଇଁ ୨୨ ମଇ ୨୦୨୧ ରେ ହେବ। ଏହି କାରଣରୁ, ମେ ୨୨ ତାରିଖ ରାତି ୧୨ଟାରୁ ଆରମ୍ଭ କରି ମେ ୨୩ ତାରିଖ ଦିନ ୨ଟା ଯାଏଁ NEFT ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି |






More Stories
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବାଛିବେ ଶାହା-ମୋହନ…..
୯ ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ…..
ବିସ୍ଫୋରଣ: ୨୧ ମୃତ,୬୧ ଆହତ…..