ରିପୋର୍ଟକାର୍ଡ / ଭୁବନେଶ୍ବର
ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସୁଶାନ୍ତ କୁମାର ନାଥ ନୂଆ ଜେଲ୍ ଡିଜି ହୋଇଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିଭଳି ଦୟାଲ ଗଙ୍ଗୱାର କମ୍ୟୁନିକେସନ ଅତିରିକ୍ତ ଡିଜି ହୋଇଥିବାବେଳେ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି ହେଡ୍କ୍ବାଟର୍ସ ପଦ ମିଳିଛି । ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ପଦରେ ନିଯୁକ୍ତି ମିଳିଛି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….