Report Card Odisha

| Daily Odia News

ପୋଷାକ ପିନ୍ଧିବା ଅପେକ୍ଷା କିଛି ନପିନ୍ଧିବା ଭଲ ଏଭଳି ଟ୍ରୋଲ୍ ହେଲେ ନିୟା ଶର୍ମା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଭିନେତ୍ରୀ ନିୟା ଶର୍ମା ତାଙ୍କ ବୋଲ୍ଡ ଫଟୋଗ୍ରାଫ୍ ପାଇଁ ଅନେକ ସମୟରେ ଟ୍ରୋଲ୍ ହୋଇଥାନ୍ତି । ଫଟୋକୁ ନେଇ ଲୋକମାନେ କ’ଣ କୁହନ୍ତି ତାହା ତାଙ୍କୁ କଛି ଫରକ ପଡେ ନାହିଁ , ସେ ନିଜ ଶୈଳୀରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଏଥର ସେ ବ୍ୟାକଲେସ୍ ଟପ୍ ରେ କିଛି ଫଟୋ ସେୟାର କରିଥିଳେର | ଏହି ଫୋଟରେଲୋକଙ୍କୁ କମେଣ୍ଟ ଦେବାକୁ କହିଥିଲେ । ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ପୁଣି ଟ୍ରୋଲ୍ କରୁଛନ୍ତି ।

ନିୟା ଶର୍ମାଙ୍କ ବୋଲ୍ଡ ଫଟୋସୁଟ୍ ପ୍ରୟତଃ ଚର୍ଚ୍ଚାରେ ରହିଥାଏ । କିଛି ଦିନ ପୂର୍ବରୁ, ସେ ରିଭେଲିଙ୍ଗ୍ ଟପରେ କିଛି ଫଟୋ ସେୟାର କରିଥିଲେ । ଯାହାକୁନେଇ ଲୋକମାନେ ଖୁବ୍ ଟ୍ରୋଲ କରୁଥିଲେ । ଟ୍ରଲିଂକୁ ଖାତିର ନକରି ସେ ପୁଣି ଥରେ ନିଜର ସେକ୍ସି ଅବତାର ଦେଖାଇଛନ୍ତି । ନିୟା ଧଳା ରଙ୍ଗର ବ୍ୟାକଲେସ୍ ଟପ୍ସରେ ଫଟୋ ପୋଷ୍ଟ କରିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ‘ଏହିପରି ପୋଷାକ ପିନ୍ଧିବା ଅପେକ୍ଷା କିଛି ନପିନ୍ଧିବା ଭଲ ।’ ନିୟା ଶର୍ମା ଅନେକ ଲୋକପ୍ରିୟ ଟିଭି ଶୋ’ରେ ନଜର ଆସିଛନ୍ତି । ସିରିଏଲ୍ ‘ନାଗିନ୍’ରେ ସେ ଲୋକଙ୍କ ଠାରୁ ଖୁବ୍ ଭଲ ପାଇବା ପାଇଥିଲେ । ଫିୟର୍ ଫ୍ୟାକ୍ଟର୍: ଖତରୋ କେ ଖିଲାଡି ୧୦ ରେ ମଧ୍ୟ ସେ ତାଙ୍କର ଭିନ୍ନ ଶୈଳୀ ପ୍ରଦର୍ଶନ କରିଛନ୍ତି । ସେ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ ‘ଟ୍ୱିଷ୍ଟେଡ୍’ରେ ଡିଜିଟାଲ୍ ଡେବ୍ୟୁ ମଧ୍ୟ କରିଛନ୍ତି ।

 

Breaking News