Report Card Odisha

| Daily Odia News

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପରିବାର ଲୋକ ନିଶା ଛାଡିବା ପାଇଁ ଛାଡି ଥିଲେ । ତିନି ତଳେ ସେ ନିଶା ନିବାରଣ କେନ୍ଦ୍ରକୁ ଛାଡିଥିଲେ । ଏହାପରେ ୪୦ ହଜାର ଟଙ୍କା ଦେଇଥିଲେ । ଯୁବକ ଜଣଙ୍କର ଘର ଝରଣା ସାହିର । ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଏବଂ ମାଲିକ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

Breaking News