Report Card Odisha

| Daily Odia News

ବିନା କଟକଣାରେ ହେବ ଗଣେଶ ପୂଜା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଦୀର୍ଘ ଦୁଇବର୍ଷ ପରେ ଚଳିତବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା | ଠାକୁରଙ୍କୁ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ । ଆଜି ଗଣେଶ ପୂଜାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏହା ସହିତ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ଅପିଲ କରିଛନ୍ତି । ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ରାଜଧାନୀର କୁଆଖାଇ ଓ ଦୟା ନଦୀ କୂଳରେ ବ୍ୟବସ୍ଥା ହେବ। ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବେ । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ହେବ ବୋଲି ବିଏମସି କମିଶନର କହିଛନ୍ତି ।

Breaking News