ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଗୃହ କୁ ଅପରାହ୍ଣ ୪ଟା ଯାଏଁ ଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର | ଆଜି ଗୃହରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ପ୍ରସଙ୍ଗ ନେଇ ବିଜେପି ସଦସ୍ୟମାନନେ ହଟଗୋଳ କରିଥିଲେ | ଗୃହର ମଧ୍ୟଭାଗକୁ ଆସି ବିରୋଧୀ ନାରାବାଜି ଦେଇଥିଲେ | ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ୪ଟା ଯାଏଁ ଗୃହ ଲତବୀ ରଖା ଯାଇଛି |






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..