Report Card Odisha

| Daily Odia News

ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିବି ବିଧାନସଭା ଗୃହରେ ପ୍ରଶ୍ନକାଳ ସମୟରେ ବିରୋଧୀଙ୍କ ହଟ୍ଟଗୋଳ | ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଗୃହରେ ହୋହାଲ୍ଲା | ବିଜେପି ବିଧାୟକ ମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ | ଏହାକୁ ଦେଖି ବାଚସ୍ପତି ଗୃହକୁ ଆଜି ଦିନ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି |

Breaking News