ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ େଲବାନନ ପାର୍ଲାମେଣ୍ଟ ନିର୍ବାଚନକୁ ୨ବର୍ଷ ସ୍ଥଗିତ ରଖାଯାଇଛି। ଆସନ୍ତା ମେ’ ମାସରେ ଲେବାନନରେ ପାର୍ଲାମେଣ୍ଟ ନିର୍ବାଚନ ହେବାକୁ ଧାର୍ଯ୍ୟ ହୋଇଥିଲା। ପାର୍ଲାମେଣ୍ଟ ନିର୍ବାଚନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ସୋମବାର ପାର୍ଲାମେଣ୍ଟ ସଦସ୍ୟଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯୁଦ୍ଧରେ ଲେବାନନର ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଇରାନ ସପକ୍ଷରେ ଯୁଦ୍ଧ ଚଳାଇଛି। ତେଣୁ ହେଜବୋଲ୍ଲାକୁ ଦମନ କରିବା ଲାଗି ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ଚଳାଇଛି।






More Stories
ଏଲପିଜି ସିଲିଣ୍ଡର ଯୋଗାଣ ଠପ୍….
ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି…..
ଫେରିଲେଣି ୫୨ ହଜାର ଭାରତୀୟ……