ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି। ଜନ୍ମ ନେଇଛି ବାଛୁରୀ। ସେ ରହୁଥିବା ଲୋକକଲ୍ୟାଣ ମାର୍ଗ ବାସଭବନକୁ ନୂଆ ଅତିଥି ଆସିବା ନେଇ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ ।ଏହି ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖାଯାଇଥିବା ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ଗାଈ ଏହି ବାଛୁରୀକୁ ଜନ୍ମ ଦେଇଛି । ବାଛୁରୀର କପାଳରେ ଜ୍ୟୋତି ଚିହ୍ନ ଥିବାରୁ ବାଛୁରୀର ନାମ ଦୀପଜ୍ୟୋତି ରଖିଛନ୍ତି ମୋଦୀ । ବାଛୁରୀ ‘ଦୀପଜ୍ୟୋତି’ କୁ ମୋଦି କୋଳରେ ଧରି ଗେଲ୍ହା କରୁଥିବାର ଦୃଧ୍ୟ ଦେଶଖିବାକୁ ମିଳିଛି |






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..