Report Card Odisha

| Daily Odia News

ପୋଲିସ-ମାଓବାଦୀ ମୁହାଁମୁହିଁ,ଡିଆରଜି ଯବାନ ଆହତ….

ରିପୋର୍ଟ କାର୍ଡ / ନୂଆପଡ଼ା

ଛତିଶଗଡ଼ର ବିଜାପୁରରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗଂଗାଲୁର ଜଂଗଲରେ ଏନକାଉଣ୍ଟରରେ ୨ ଡିଆରଜି ଯବାନ ଆହତ ହୋଇଥିବା ଜଣା ପଡିଛି। ଦୁଇ ଆହତଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି ।

Breaking News