Uncategorized ପୋଲିସ-ମାଓବାଦୀ ମୁହାଁମୁହିଁ,ଡିଆରଜି ଯବାନ ଆହତ…. Report Card Bureau August 12, 2025 ରିପୋର୍ଟ କାର୍ଡ / ନୂଆପଡ଼ା ଛତିଶଗଡ଼ର ବିଜାପୁରରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗଂଗାଲୁର ଜଂଗଲରେ ଏନକାଉଣ୍ଟରରେ ୨ ଡିଆରଜି ଯବାନ ଆହତ ହୋଇଥିବା ଜଣା ପଡିଛି। ଦୁଇ ଆହତଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି ।Post navigationPrevious ଦୁଇ ବିମାନ ମଧ୍ୟରେ ଧକ୍କା…..Next ଅପରାଧୀମାନେ ଆଉ ଆଇନକୁ ବା ପୋଲିସକୁ ଭୟ କରୁନାହାନ୍ତି……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read Uncategorized ୧୮ରୁ ଖୋଲିବ ସ୍କୁଲ୍…. June 15, 2026 Report Card Bureau 1 min read Uncategorized ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ….. June 3, 2026 Report Card Bureau Uncategorized ବିଜେପି ତାଲିକାରେ ଆପ୍ର ୭ ସାଂସଦ….. April 27, 2026 Report Card Bureau
More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..