ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ୧୦୦ ବଦଳି ୧୧୨ ହୋଇଛି | ପୂର୍ବରୁ ରାଜ୍ୟରେ ଲୋକେ ଜରୁରୀ ଆବଶ୍ୟକତା ସମୟରେ ପୋଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ। ଆଜିଠାରୁ ସେହି ନମ୍ବର ପରିବର୍ତ୍ତନ କରାଯାଇ ‘୧୧୨’ କରାଯାଇଛି। ଏଣିକି ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ଜରୁରି ସମୟରେ ପୋଲିସ ସହାୟତା ଲୋଡିପାରିବେ। ଅଗଷ୍ଟ ୨୪ ତାରିଖ ଠାରୁ ଏହି ନୂଆ ନମ୍ବର କାର୍ଯ୍ୟକାରୀ କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..