ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳ ୫ ଟାରୁ ଖୋଲାଯାଇଛି କେଦାରନାଥ ମନ୍ଦିର। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା । ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ । ରାଜ୍ୟ ସରକାର ଚଳିତ ବର୍ଷ ଚାରଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । କହିଛନ୍ତି ଯେ ମନ୍ଦିରରେ କେବଳ ରୀତିନୀତି ପାଳନ କରାଯିବ ଏବଂ କୌଣସି ତୀର୍ଥଯାତ୍ରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଲାଗି ଅନୁମତିନାହିଁ ।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..