ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଛାଡି ବିମାନ ଯୋଗେ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ଆଜି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପ୍ରକୃତି ମୁମ୍ବାଇ ଯାଇଛନ୍ତି । ଖବର ଅନୁଯାୟୀ, ଗତ ୨୩ ତାରିଖରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ଗଣମାଧ୍ୟମରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ରାଜରାସ୍ତାରେ ଘଟିଥିବା ଘଟଣାର ୯ ଦିନ ପରେ ନିଜ କର୍ମକ୍ଷେତ୍ରକୁ ଯାଇଛନ୍ତି ପ୍ରକୃତି ମିଶ୍ର । କମିଶନରେଟ୍ ପୋଲିସ ଅନୁମତି ପରେ ସେ ମୁମ୍ବାଇ ଯାଇଛନ୍ତି । ତେବେ ପ୍ରକୃତିଙ୍କ ସହ ତାଙ୍କ ମାଆ ମଧ୍ୟ ଯାଇଥିବା ସୂଚନା ମିଳିଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….