ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଲୋକର ପର୍ବ ଦୀପାବଳୀ । ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଟ୍ବିଟ୍ କରି କହିଛନ୍ତି ଦେଶବାସୀ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା। ଆଲୋକର ଏହି ଦିବ୍ୟ ପର୍ବରେ ମୁଁ ସମସ୍ତଙ୍କ ସୁସ୍ଥ, ସୁଖୀ ଜୀବନ କାମନା କରୁଛି। ଦେବୀ ଲକ୍ଷ୍ମୀ ଏବଂ ଗଣେଶଙ୍କ କୃପାରୁ ସମସ୍ତେ ଭଲ ଭାବରେ ସେବା କରନ୍ତୁ । ସୁଖରେ ରୁହନ୍ତୁ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..