ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏପ୍ରିଲ ୧ ରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ । ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟଠାରୁ ସୂଚନା ମିଳିଛି । ଏହା ହେବ ମୋଦିଙ୍କର ପଞ୍ଚମ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ମୋଦିଙ୍କ ସହ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକ ମଧ୍ୟ ଯୋଡ଼ି ହୋଇ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ଅଭିମତ ପ୍ରଦାନ କରିବେ ।





More Stories
ପିୟୁସିସି ସାର୍ଟିଫିକେଟର ନିୟମ ସଂଶୋଧନ…..
ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼; ୧୫ ମୃତ, ସାମରିକ ଘାଟି ଧ୍ୱଂସ….
Gen Z ପ୍ରସ୍ତୁତ କରିବେ ବଜେଟ୍…..