ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ମହାସ୍ନାନ। ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ଜୈନିକ ସେବାୟତ ସିଂହାସନରେ ବସିଥିବା ପାଳିଆ ସେବକଙ୍କୁ ଛୁଇଁ ଦେବାରୁ ମହାସ୍ନାନ ହୋଇଛି। ମହାସ୍ନାନ ନୀତି ପାଇଁ ସର୍ବ ସାଧାରଣ ଦର୍ଶନ ଏବଂ ନୀତି ବନ୍ଦ ରହିଛି। ପାଣିରେ ଧୋଇବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଏବଂ ଦର୍ଶନ ବ୍ୟବସ୍ଥା ସ୍ଵାଭାବିକ ହେବ ।
More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ପ୍ରବଳ ବର୍ଷା ସମ୍ଭାବନା…..