ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଥାନାରେ ଆଜି ହୋଇଛି ହୋମ-ଯଜ୍ଞ। ନୂଆ ଆଇଆଇସି ଭାବେ ଦୀପକ ଖଣ୍ଡାୟତ ରାୟ ଯୋଗ ଦେବା ପରେ ଥାନା ପରିସରରେ ପୂଜାପାଠ ଓ ହୋମଯଜ୍ଞ କରିଛନ୍ତି। ମାନସିକ ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରୁଥିବା ନୂଆ ଆଇଆଇସି କହିଛନ୍ତି। ଦେଢ ଘଣ୍ଟାରୁ ଅଧିକ ସମୟ ହେବ ପୂଜାପାଠ କରିବା ସହ ଥାନା ଗେଟରେ ସମ୍ମୁଖରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି। ତେବେ ଥାନା ପରିସରରେ ସିସିଟିଭ ଲଗାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….