ରିପୋର୍ଟ କାର୍ଡ / କଟକ
ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି। ଖୁବ୍ ଶୀଘ୍ର ରଘୁପତି ମହାନ୍ତି ବିଜେପିରେ ଯୋଗ ଦେବେ ବୋଲି ସୂଚନା ରହିଛି। ତାଙ୍କ ସହ ଅନେକ ସମର୍ଥକ ଓ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟ ବି ପଦ୍ମ ଧରିବେ ବୋଲି ଜଣାଯାଇଛି। ସେ ଦର୍ଶାଇଛନ୍ତି ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି। ଖୁବ୍ ଶୀଘ୍ର ରଘୁପତି ମହାନ୍ତି ବିଜେପିରେ ଯୋଗ ଦେବେ ବୋଲି ସୂଚନା ରହିଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….