ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ଏମ୍ଏସ୍ଏଫ୍ ରେଟ୍ ରେ କୌଣସି ପରିବର୍ତ୍ତନ କରିନାହିଁ । କୌଣସି ପରିବର୍ତ୍ତନ ବିନା ରେପୋ ହାର ୪ ପ୍ରତିଶତ ରହିବ। ଜୁନ୍ ୪ ତାରିଖରେ ଅର୍ଥନୀତିର ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ଏବଂ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ଏଥିସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଅର୍ଥନୀତିକୁ ସହାୟତା କରିବା ପାଇଁ ଆରବିଆଇର ଅର୍ଥନୀତିକୁ ନମନୀୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶୁକ୍ରବାର ଦିନ ଘୋଷଣା କରାଯାଇଥିବା ଆର୍ଥିକ ନୀତିର ସମୀକ୍ଷା ଅବସରରେ ଆରବିଆଇ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖାଯାଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ପୁଣି ଉମର ମୁହାଁ ସୁନା-ରୁପା…..
ଭଡ଼ାଘର ଦେବେ ସରକାର…..