Report Card Odisha

| Daily Odia News

RTI କର୍ମୀ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଭୁବନେଶ୍ୱର ମହିଳା ଥାନାରେ ଅଟକ ରଖାଯାଇଛି । କେଉଁ ମାମଲାରେ ପ୍ରଦୀପଙ୍କୁ ପୋଲିସ ଅଟକ ରଖିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଏକ ମାମଲାରେ ପଚରା ଉଚରା କରିବା ପାଇଁ ଡାକିବା ପରେ ଥାନାରେ ତାଙ୍କୁ ଅଟକ ରଖିଛି ପୋଲିସ । ପ୍ରଦୀପ ଜଣେ ସୂଚନା ଅଧିକାର କର୍ମୀ ସହ ‘ମୋ ଦଳ’ର ସମ୍ପାଦକ ଅଛନ୍ତି।

Breaking News