ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ। ନୀତିଶ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଦେଲେ ଇସ୍ତଫା। ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ |ରାଜନୈତିକ ପରିବାରରୁ ଆସିଛନ୍ତି ସମ୍ରାଟ। ବାପା ଶକୁନି ଚୌଧୁରୀ ୬ ଥରର ବିଧାୟକ ଓ ଥରେ ସାଂସଦ ରହିଛନ୍ତି। ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି। ବିହାରରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ…..
ପ୍ରଭାତ ବାବୁ ବିଜେପିରେ ମିଶିଲେ,ବିଜେଡିରେ ଭୁକମ୍ପ ସୃଷ୍ଟି……