ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୂର ହେଲା ସରସ୍ୱତୀ ପୂଜା ଦ୍ୱନ୍ଦ୍ୱ । ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ ହେବ ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ତାରିଖ ଦ୍ୱନ୍ଦ୍ୱ ଗୁରୁବାର ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଫେବୃଆରୀ ୨ ତାରିଖରେ ହିଁ ପାଳନ ହେବ ସରସ୍ୱତୀ ପୂଜା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ସୂଚନା ଦେଇଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି କହିଛନ୍ତି।






More Stories
ଶୁଭ ଫଳ ମିଳିବ……
ଶାନ୍ତ ରୁହନ୍ତୁ….
ମନ ପ୍ରସନ୍ନ ରହିବ…..