ରିପୋର୍ଟ କାର୍ଡ / ପାଟନା
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ସତ୍ୟାଗ୍ରହ ଏକ୍ସପ୍ରେସର ୫ ବଗି ଅଲଗା ହୋଇଯାଇଥିବା ସୂଚନା ମିଳୁଛି । ଇଞ୍ଜିନ ସହିତ ଲାଗିଥିବା ବଗି ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଟ୍ରାକରେ ଗଡି ଅଟକି ଯାଇଥିଲା । ଏହାର ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ପୂର୍ବ ମଧ୍ୟ ରେଳପଥର ଅଧିକାରୀମାନେ ପହଞ୍ଚିଥିଲେ । ଏଥିରେ କୌଣସି ଯାତ୍ରୀ ଆହତ ହେବାର କୌଣସି ଖବର ମିଳିନାହିଁ । ମଝୌଲିଆ ଏବଂ ବୈତିଆ ରେଳ ଡିଭିଜନ୍ ମହୋଦିପୁର ନିକଟରେ ଏହି ଘଟଣା ଘଟିଥିବା ଜଣାପଡିଛି |






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..