ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଗୃହମନ୍ତ୍ରୀ ରାଣା ସାନାଉଲ୍ଲାହଙ୍କ ଉପରକୁ ଜୋତା ଫିଙ୍ଗିବାର ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ରାଣା ଏକ ବୈଠକରେ ଯୋଗ ଦେବା ପରେ କାରରେ ଆସୁଥିବା ବେଳେ ଏହି ଆକ୍ରମଣ ହୋଇଛି । ହେଲେ କାରର ଝରକା ଗୁଡ଼ିକ ବନ୍ଦ ଥିବାରୁ ସେ କୌଣସି ଆଘାତ ପାଇନାହାନ୍ତି । କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଘଟଣାକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ପାକିସ୍ତାନରେ ଏପରି ଘଟଣା ଅନେକ ଥର ଦେଖିବାକୁ ମିଳିଛି ।





More Stories
ସାବଧାନ,ବଜାରରେ ମିଳିଲାଣି ନକଲି ଆଳୁ!……
ଆଜି ସିଏମଏସ-୩ ଉପଗ୍ରହ ଉତ୍କ୍ଷେପଣ……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……