ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କୁହୁଡ଼ିଆ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ।ପ୍ରବଳ କୁହୁଡି ଏବଂ ପ୍ରତିକୂଳ ପାଗ କାରଣରୁ ଶିମିଳାପାଳ ବନ୍ଦ ରହିଥିଲା । କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୋଲାଥିଲା । ପାଗ ଅନୁକୂଳ ହେବାରୁ ସୋମାବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରାକୃତିକ ପରିବେଶ, ବାଘ ସଫାରୀ, ଜଳ ପ୍ରପାତ ଆଦିର ମଜା ନେଇପାରିବେ ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……