ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ନେତାଙ୍କ ଦଳବଦଳ ବଢିବାରେ ଲାଗିଛି । ଆଜି କିଛି ସମୟ ପୂର୍ବରୁ ବିଜେପି ଛାଡିଥିବା ବରିଷ୍ଠ ନେତ୍ରୀ ସୋନଲି ସାହୁ କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଥିଲେ ବିଜେପିକୁ ଯାଇଥିଲେ ପୁଣି ସୋନାଲି କଂଗ୍ରେସକୁ ଆସିଛନ୍ତି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି । ସୋନଲି କହିଛନ୍ତି କି ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି । ପୁନର୍ବାର ମୋ ପରିବାରକୁ ଫେରିଛି । ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି । ୨୦୧୯ ରେ ରୁଷି କି ଯାଇଥିଲି ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….