Report Card Odisha

| Daily Odia News

ଇସ୍ତଫା ଦେଲେ ବାଚସ୍ପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର । ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଛନ୍ତି । ୨୦୨୪ ପୂର୍ବରୁ ଏହା ଶେଷ ଅଦଳବଦଳ ତଥା ପଞ୍ଚମ ପାଳିର ପ୍ରଥମ ଅଦଳବଦଳ । ସଂଗଠନକୁ ଅଧିକ ମଜବୁତ୍‌ କରିବାକୁ କିଛି ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଏହା ଛଡ଼ା ଅସନ୍ତୋଷଜନକ ପ୍ରଦର୍ଶନ ଅଭାବରୁ କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଥିବା ସୂଚନା ମିଳୁଛି । ସୂଚନା ଅନୁସାରେ- ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି |

Breaking News