ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ। ବିଶେଷକରି ନାବାଳକଙ୍କ ଗାଡି ଚଳାଇବା ରୋକିବାକୁ ଜୋରଦାର ହେବ ଚେକିଂ । ରାସ୍ତାରେ ନାବାଳକ କେହି ଗାଡି ଚଳାଇ ଯାଉଥିଲେ ଗାଡିକୁ ଅଟକ ରଖି ଚେକିଂ କରାଯିବ । ପରେ ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ ବୋଲି କୁହାଯାଇଛି । ରାସ୍ତାରେ ନାବାଳକମାନେ ବେପରୁଆ ଭାବେ ଗାଡି ଚଳାଉଥିବାରୁ ଅନେକ ସମୟର ଦୁର୍ଘଟଣାର ଶୀକାର ହୋଇ ଜୀବନ ହାନି ଘଟୁଥିବା ନଜର ରହିଛି । ଏଥିପାଇଁ ଏସଟିଏ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେଉଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..