ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ବିଭିନ୍ନ ପଦବୀ ପାଇଁ ଇଛୁକ ଆଜୀବନ ସଦସ୍ୟ / ସଦସ୍ୟାଙ୍କ ଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ | ଦାଖଲ ଅବଧି ତା -୧୫ .୦୪ .୨୦୨୨ ରିଖ ଠାରୁ ତା – ୨୨ .୦୪.୨୦୨୨ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୩ ଘଟିକା ରୁ ୫ ଘଟିକା ମଧ୍ୟରେ ଗ୍ରହଣ କରାଯିବ l ନାମାଙ୍କନ ପତ୍ର ପ୍ରତ୍ୟାହାରର ସମୟସୀମା ତା – ୨୪ .୦୪ .୨୦୨୨ ରିଖ ଠାରୁ ତା – ୨୫ .୦୪ .୨୦୨୨ ଅପରାହ୍ନ ୩ ଘଟିକା ରୁ ୫ ଘଟିକା ମଧ୍ୟରେ କରାଯିବ l
ଶ୍ରୀ ରବିନାରାୟଣ ମିଶ୍ର ମୋ : ୯୧୭୮୦୪୮୨୭୫ ନିର୍ବାଚନ ଅଧିକାରୀ





More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….