ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ପରିସରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବା ନେଇ ଜଣାପଡିଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି | ପକ୍ସୋ ଆକ୍ଟରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍। ଅସଦାଚରଣର ଶିକାର ନାବାଳିକା ପୁରୀ ବାହାରର ହୋଇଥିବା ସୂଚନା ମିଳିଛି। ତେବେ ଶ୍ରୀମନ୍ଦିର ମଧ୍ୟରେ ଏପରି ଘଟଣା ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇବା ସହ ମନ୍ଦିର ମଧ୍ୟରେ ଏପରି କାର୍ଯ୍ୟ ଯଦି ସତ ହୋଇଥିବ ତେବେ ସାଙ୍ଘାତିକ ବୋଲି ଅନେକ ବୁଦ୍ଧୀଜିବୀ କହିଛନ୍ତି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..