ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ଖୁବଶୀଘ୍ର ବସିବ ଗୃହ କମିଟି । କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି। ବହୁତ ଲୋକ ବହୁତ କଥା କହୁଛନ୍ତି। କେବଳ ସାଂସଦ ଅପରାଜିତା ଷଡ଼ଙ୍ଗୀ କହୁଛନ୍ତି । ତେଣୁ ପ୍ରଥମେ ରାଜନୀତି ସରିଯାଉ , ତା ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ । ଖୁବଶୀଘ୍ର ଗୃହ କମିଟି ବୈଠକ ବସିବ। ମୁଁ ଏ ବିଷୟରେ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ନେଉଛି। ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବୁ।






More Stories
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ;ଦାବି ପୁରଣ ନହେଲେ ଆନ୍ଦୋଳନ…..
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..