ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ଲଗାଇଛନ୍ତି ସୁପ୍ରିମକୋର୍ଟ | ଉତ୍ତରାଖଣ୍ଡର ହଲ୍ଦ୍ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ ବିଚାରକକୁ ନେଇ ସୁପ୍ରିମକୋର୍ଟ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସମାଧାନର ବାଟ ବାହାର କରାଯିବା ଉଚିତ ବୋଲି କହିଛନ୍ତି । ସବୁତକ ଜମି ରେଳବାଇର କି ନୁହଁ ତାହା ଉପରେ ସ୍ପଷ୍ଟ ହେବା ଉଚିତ। ସେହିପରି ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଉଠାଇ ଦିଆ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..