ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଦିଗପହଣ୍ଡିରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଶହ ଶହ ଶୋକାକୁଳ ଜନତା ତାଙ୍କ ପ୍ରିୟ ନେତା ସୂର୍ଯ୍ୟ ପାତ୍ରଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା | ଏହା ଭିତରେ ଚର୍ଚ୍ଚା ହେଉଛି କି ତାଙ୍କ ପୁଅ କିମ୍ବା ଝିଅ ରାଜନୀତିରେ ପାଦଦେବେ | ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଟିକେଟ ମିଳିବ ନେଇ ଚର୍ଚ୍ଚା ଜୋରଦାର ହେଉଛି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……