ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ଗାନ୍ଧିଜୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ସଦସ୍ୟ। ଗୁରୁବାର ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବିଧାନସଭା ଗୃହରେ। ଅପରାହ୍ନରେ ଶାସକ ବିଦାୟକ ଖଟୁଆ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇ ଅପମାନିତ କରିଥିଲେ। ଏହା ପ୍ରତିବାଦରେ ବିରୋଧୀ ବିଜେଡି ସଦସ୍ୟମାନେ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ମୌନ ପ୍ରତିବାଦ କରିଥିଲେ। କଂଗ୍ରେସ ପକ୍ଷରୁ ବି ଅନୁରୂପ ଭାବେ ପ୍ରତିବାଦ କରାଯିବା ସହିତ ସଦସ୍ୟମାନେ ଧାରଣା ଦେଇଥିଲେ।






More Stories
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……
୨୮ରେ ରାଜ୍ୟ କ୍ୟାବିନେଟ୍ ବୈଠକ……