ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଭାସି ଆଲୋଚନା ରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ମୁଖ୍ୟବକ୍ତଭାବେ ଯୋଗଦେଇ ଓଁ ର ତାତ୍ପର୍ଯ୍ୟ ମହିମା ଉଚ୍ଚାରଣ ଆଦି ସଂପର୍କରେ ଆଲୋଚନାକରିଥିଲେ । ଥିଙ୍କର୍ଷ କ୍ଲବରର ସଭାପତି ବରଦା ଦାସ ସୁସଂଯୋଜନ କରିଥିଲେ ।ବହୁସଂଖ୍ୟାରେ ସ୍ରୋତାମାନେ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଶ୍ନମାନ ପଚାରିଥିଲେ ।
More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..