Report Card Odisha

| Daily Odia News

ଥିଙ୍କର୍ଷ କ୍ଲବର ୧୨ ତମ ଆଲୋଚନା ଇଶ୍ୱର ଙ୍କ ନାମ ଓଁ ନା ଓ୩ମ ?…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଭାସି ଆଲୋଚନା ରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ମୁଖ୍ୟବକ୍ତଭାବେ ଯୋଗଦେଇ ଓଁ ର ତାତ୍ପର୍ଯ୍ୟ ମହିମା ଉଚ୍ଚାରଣ ଆଦି ସଂପର୍କରେ ଆଲୋଚନାକରିଥିଲେ । ଥିଙ୍କର୍ଷ କ୍ଲବରର ସଭାପତି ବରଦା ଦାସ ସୁସଂଯୋଜନ କରିଥିଲେ ।ବହୁସଂଖ୍ୟାରେ ସ୍ରୋତାମାନେ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଶ୍ନମାନ ପଚାରିଥିଲେ ।

 

Breaking News