ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗରିବ ଓ ଅପରାଧମୁକ୍ତ ଦେଶ ପାଇଁ ଭୋଟ ଦେବା କାହାକୁ ? ବିଷୟ ଉପରେ ଥିଙ୍କେର୍ସ୍ କ୍ଳବ ର ୧୪ ତମ ଆଭସୀ ଆଲୋଚନା ଭିଡିଓ କନଫରେନସିଂ ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବକ୍ତାଭବେ ପୂର୍ବତନ ଶାସନସଚିବ ନନ୍ଦନନ୍ଦନ୍ ଦାସ କହିଲେ ନୈତିକ ସିଖ୍ୟା ପ୍ରଚଳନ ହେଲେ ଲୋକେ ଠିକ୍ ଲୋକଙ୍କୁ ଭୋଟ ଦେବେ। ଥିଙ୍କେର୍ସ୍ କ୍ଳବ ସଭାପତି ବରଦା ଦାସ ସଞ୍ଜୋଜନା କରିଥିଲେ। ଶିବ ବେହେରା,ନିମାଇ ସ୍ବାଇଁ,ବିପିନ ପଣ୍ଡା,ସୀତାରାମ ବେହେରା,ସୁବୀର ପାଣ୍ଡବ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତା ୨୨ ତାରିଖ ସନ୍ଧ୍ୟା ୭ ଟାରେ ବେଦ ଓ କୋରାନରେ ବ୍ରହ୍ମତତ୍ଵ ଉପରେ ଆଭସୀ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……