Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବ ର ୧୯ ତମ ଆଭାସୀ ସତ ସଙ୍ଗ ଈଶ୍ଵରଙ୍କ୍ ନାମ ଓ ସ୍ଵରୁପ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଈଶ୍ଵର ସର୍ବଂଜ୍ଞ ସର୍ବଶକ୍ତିମାନ ଓ ସର୍ବବ୍ୟପକ୍ ଅଟନ୍ତି । ଆତ୍ମା ଓ ପରମାତ୍ମା ସମ୍ଭଦିତ ବିଷୟକୁ ଆଧ୍ୟାତ୍ମିକତା କୁହାଯାଏ । ଈଶ୍ଵରଙ୍କ ନାମ ଓମ୍ ର ଅସ୍ତିସୁଚକ୍ ଓ ଈଶ୍ଵରବ।ଚକ ପାର୍ଥକ୍ୟ ସମ୍ପର୍କରେ ମୁଖ୍ୟବକ୍ତା ଭାବେ ଯୋଗ ଦେଈ ସ୍ଵାମୀ ସୁଧ।ନନ୍ଦ ସରସ୍ଵତି କହିଥିଲେ । ଥିଙ୍କେର୍ସ୍ କ୍ଳବ ର ୧୯ ତମ ଆଭାସୀ ଆଲୋଚନା ସଭାପତି ବରଦା ଦାସ ଙ୍କ ସୁସଞ୍ଜୋଜନାରେ ଅନୁଷ୍ଠିତ ହୋଇଜାଈଛି । କାନାଡ଼ା ର ଡ୍ ସୁନଂଦା ମିଶ୍ର ପଣ୍ଡା ଆଲୋଚନ।ର ସମିଖ୍ୟା କରି ଏହା ଉଚ୍ଚକୋଟିର ବୋଲି ପ୍ରକାଶ କରିଥିଲେ ଓ ବକ୍ତା ଏବଂ ସ୍ରୋତାମ।ନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗ୍ରହୀ ଲୋକେ ଥିଙ୍କର୍ସ୍ କ୍ଳବ ୟୁତୁବକୁ ଜାଇ ଦେଖି ପାରିବେ। ଆଲୋଚନାରେ ଭାଗ ନେଈ ର।ଜେସ୍ଵରୀ ,ସୁଧାକର ପତ୍ରି, ଉମ।ସଙ୍କର୍ ମିଶ୍ର ,ବିରଞ୍ଚି ମିଶ୍ର ଓ ମ।ଧୁରୀ ମହାନ୍ତି ପ୍ରଶ୍ନ ପଚାରିଥିଲେ ।

Breaking News