ରିପୋର୍ଟ କାର୍ଡ / ବିଶାଖାପାଟଣା
ଓଡ଼ିଶାରୁ ଦାଦନ ଶ୍ରମିକ ନେଇ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି। NH-୫ ରଣସରନ୍ ନିକଟରେ ଏକ ଟ୍ରକ୍ଟି ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା। ଏହି ଦୁର୍ଘଟଣାରେ ୪୭ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।






More Stories
ରାଜଧାନୀରେ ଏନ୍କାଉଣ୍ଟର୍…..
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ସିଧା ଏନକାଉଣ୍ଟର…..