Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବର ୨୦ ତମ ଆଭାସୀ ଆଲୋଚନା ‘ହେତୁବ।ଦ ଏକ ଭିନ୍ନ ଚିନ୍ତନ’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହେତୁ ବାଦ ଵା ଯୁକ୍ତିବ।ଦ ର ଅର୍ଥ ମୁକ୍ତ ଚିନ୍ତନ ଵା ବୈଜ୍ଞାନିକ ଚିନ୍ତନ ବୋଲି ଥିଙ୍କେର୍ସ୍ କ୍ଳବ ର ୨୦ ତମ ଆଭାସୀ ଆଲୋଚନାରେ ବକ୍ତା ଭାବେ ଯୋଗଦେଈ ପ୍ରଶାସକ ଗଙ୍ଗାଧର ସାହୁ ମତ ପ୍ରକାଶ କରିଛନ୍ତି । ଳୋକେ ବାସ୍ତବତା କୁ ଛାଡ଼ି କଳ୍ପନା, ଅନ୍ଧବିସ୍ଵ୍।ସ୍ କୁ ଗୁରୁତ୍ଵ ଦେଉଛନ୍ତି।ମୁକ୍ତ ଚିନ୍ତନ ଦ୍ଵାରା ସତ୍ୟକୁ ଖୋଜିବା ଆଜିର ଆହ୍ଵାନ ।ଥିଙ୍କର୍ସ୍ କ୍ଳବ ର ସଭାପତି ବରଦା ଦାସ ଙ୍କ ସୁସଞ୍ଜୋଜନ।ରେ ଆଲୋଚନା ଅନୁଷ୍ଠିତ ହେ।ଈ ଥିଲା ।କାନାଡାର ପ୍ରଫେସର ଡ୍ ତନ୍ମୟ ପଣ୍ଡା ସମିଖ୍ୟା କରିଥିଲେ।ଲଣ୍ଡନର ସିଖ୍ୟ।ବିତ୍ ଶ୍ରୀମତୀ ଡ୍ ଜୟଶ୍ରୀ ନନ୍ଦ ଆଲୋଚନ।ଟି ଉଚ୍ଚକୋଟିର ହୋଈ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଵିଭୂଦତ୍ତ ମହାନ୍ତି ବୈଷୟିକ ପରିଚ।ଳନା କରିଥିଲେ । ଆଗ୍ରହୀ ଳୋକେ ୟୁଟିୟୁବ୍ କୁ ଜାଈ ଦେଖି ପାରିବେ । ଲଣ୍ଡନ୍ ରୁ ଡ।କ୍ଟର ଶ୍ରଧ।ଞ୍ଜଳି ପଣ୍ଡା ,ଆସାମ ରୁ ସନ୍ତାପ୍ ଜେନ।,ବଲାଙ୍ଗିର ରୁ ସୁଧା ତ୍ରିପାଠୀ ଓ କଟକ ରୁ ପ୍ରଫେସର୍ ଉମାସଙ୍କର୍ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Breaking News