ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଧମାଲ କରିବେ ସଲମାନ ଖାନ ଓ କ୍ୟାଟ୍ରିନା କୈଫ। ଟାଇଗର-୩ ରେ ଦର୍ଶକେ ସଲମାନ ଓ କ୍ୟାଟ୍ ଙ୍କୁ ରୋମନାସ୍ ସହିତ ଦମଦାର ଆକ୍ସନ ଦେଖିବେ ଦର୍ଶକ । ଏକଥା ଟାଇଗର, ଟାଇଗର ଜିନ୍ଦା ହେ, ପରେ କମାଲ କରିବ ଟାଇଗର-୩ ।

ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଆସୁଛି ଟାଇଗର-୩ । ଫିଲ୍ମରେ ଲିଡରେ ଅଛନ୍ତି ପୂର୍ବଭଳି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଏଥିର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାଜମୀ । ବହୁଦିନ ପରେ ଇମ୍ରାନଙ୍କୁ ଏକ ଆକ୍ସନ ମୁଭିରେ ଦେଖିବାକୁ ମିଳିବ ।

ଏବେ ରିଲିଜ ହୋଇଛି ଟିଜର । ଇଦ୍ ପୂର୍ବରୁ ଏପ୍ରିଲ-୩ ରିଲିଜ ହେବ ଫିଲ୍ମ । ଟିଜରରେ କ୍ୟାଟ୍ରିନା କୈଫ ଆକ୍ସନ ଲୁକରେ ନଜର ଆସୁଛନ୍ତି । ସେହିଭଲି ସଲ୍ଲମୁ ମିଆଁ ପୂର୍ବଭଳି ଆଙ୍ଗ୍ରି ଓ ଆକ୍ସନ ଲୁକରେ ନଜର ଆସିଛନ୍ତି । ପୂରା ଟିମ୍ ଆଶା ରଖିଛନ୍ତି ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ଫିଲ୍ମ ।






More Stories
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..
ସତୀଶ ଶାହଙ୍କ ପରଲୋକ…..