Report Card Odisha

| Daily Odia News

ରାଜ୍ୟରେ ଆଜିବି ୩ ହଜାର ପରେ ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୨୧ ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଓ ଖୋର୍ଦ୍ଧାରୁ ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୪୫୯୪ରେ ପହଞ୍ଚିଛି । ହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୪୯, ବାଲେଶ୍ୱର ୨୮, ବରଗଡ଼୧୫୬, ଭଦ୍ରକ ୫୧, ବଲାଙ୍ଗୀ ୯୨, ବୌଦ୍ଧ ୭, କଟକ୧୪୦ ଦେଓଗଡ଼ ୨୧, ଢେଙ୍କାନାଳ ୧ , ଗଜପତି ୬୭, ଗଞ୍ଜାମ ୪୪, ଜଗତସିଂହପୁର ୧୮, ଯାଜପୁର ୭୬, ଝାରସୁଗୁଡ଼ା ୧୧୯, କଳାହାଣ୍ଡି ୫୩, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧୨୮, ଖୋର୍ଦ୍ଧା ନ୪୯୭, କୋରାପୁଟ ୧୮, ମାଲକାନଗିରି ୪, ମୟୁରଭଞ୍ଜ ୬୮, ନବରଙ୍ଗପୁର ୯୬, ନୟାଗଡ଼୨୯, ନୂଆପଡ଼ା ୩୯୫, ପୁରୀ ଜିଲ୍ଲାରୁ ୧୨୯, ରାୟଗଡ଼ା ୪୪, ସମ୍ବଲପୁର ୧୪୯, ସୋନପୁର ୪, ସୁନ୍ଦରଗଡ଼ ୫୨୩, ଷ୍ଟେଟ୍‌ ପୁଲ୍‌ରୁ ୧୧୦ଜଣ ରହିଛନ୍ତି ।

 

Breaking News