ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବି ବିଧାନସଭା ସରଗରମ ରହିବ | ବିଧାନସଭାରେ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ , ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ , କର୍ମଚାରୀ ରାଜ୍ୟ ବୀମା ବିଭାଗ ର ପ୍ରଶ୍ନକାଳ ରହିଛି। ସେହିପରି ବିରୋଧୀ ଓ ଶାସକ ଦଳ ଆଜି ଶୂନ୍ୟକାଳରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ। ପୋଲାଭରମ୍ , ଦରଦାମ୍ ବୃଦ୍ଧି ସହ ମହିଳାଙ୍କୁ ରାଜ୍ୟସରକାର ଅଣଦେଖା ପ୍ରସଙ୍ଗ ମଧ୍ୟ ଉଠିବା ନେଇ ଚର୍ଚ୍ଚା ହେଉଛି | ସୋମବାର ଡାକ୍ତର ଅଭାବକୁ ନେଇ ଆଜି ବିଧାନସଭାର ପ୍ରଶ୍ନକାଳରେ ଉଦ୍ବେଗ ପ୍ରକାଶ ପାଇଥିଲା।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….